୨କ୍ଵିଣ୍ଟାଲ ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ
୨କ୍ଵିଣ୍ଟାଲ ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ
ସଲିଡ଼ ଖବର :- ବାଲୁଗାଁ ନିକଟସ୍ଥ ନାଚୁଣୀ ଓଭର ବ୍ରିଜ ନିକଟରୁ ୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ। ବୌଦରୁ ଭୁବନେଶ୍ୱରକୁ ବେଆଇନ ଭାବେ ଚାଲାଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ। ଜିଲ୍ଲା ଅବକାରୀ ବିଭାଗ ୧୬ନ ଜାତୀୟ ରାଜପଥରେ ଏକ ପିକଅପ୍ ଭ୍ୟାନକୁ ଗୋଡେଇ ଗୋଡେଇ ଧରିଥିଲେ। ପ୍ରାୟ ୨୦୦ପ୍ୟାକେଟରେ ଭର୍ତ୍ତି ହୋଇ ଚାଲାଣ ହେଉଥିଲା ଗଞ୍ଜେଇ। ଏ ସଂକ୍ରାନ୍ତରେ ଜିଲ୍ଲା ଅବକାରୀ ବିଭାଗ ପିକ୍ଅପ୍ ଭ୍ୟାନ ସହ ୨କ୍ଵିଣ୍ଟାଲ ଗଞ୍ଜେଇ ଜବତ କରି ୨ଜଣଙ୍କୁ ଗିରଫ କରିଛି l
(ଟାଙ୍ଗୀରୁ ଦୁର୍ଗା ପ୍ରସାଦ ଦାଶଙ୍କ ରିପୋର୍ଟ )
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0