ମୃତ ଦେହ ଉଦ୍ଧାର

May 13, 2025 - 09:08
 0  1
ମୃତ ଦେହ ଉଦ୍ଧାର

ମୃତ ଦେହ ଉଦ୍ଧାର

ସଲିଡ଼ ଖବର :- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ଚିଚିଆ ଗ୍ରାମର ଏକ ଘର ସମ୍ମୁଖରେ ର ମୃତ 6 ହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ମକରଧ୍ଵଜ ନାଏକ ( ୩୦ )। ସୂଚନାରୁ ପ୍ରକାଶ ମକରଧ୍ଵଜ ନାଏକ ଗତକାଲି ରାତିରେ ଘରେ ଶୋଇଥିଲେ। ଲ । ବୋଧେ ବହୁତ ଗୁଳୁଗୁଳି ଝାଳ ହେବାରୁ ରାତି ୧୨ ଟାରେ ରେ ସେ ବାହାରକୁ ଶୋଇ ଆସିଥିଲେ । ବୋଲି ପରିବାର ପକ୍ଷରୁ କୁହାଯାଇଛି। ସକାଳେ ଦେ ଦେଖୁଲା ବେଳକୁ ତାଙ୍କର ମୃତ ଶରୀର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଘର ସମ୍ମୁଖରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଏକ ହତ୍ୟାକାଣ୍ଡ କହି ମୃତକର ବାପା ଯୁଧୁଷ୍ଠିର ନାଏକ ଦଶପୁର ଗପୁର ଫାଣ୍ଡିରେ । ଏକ ଲିଖୁତ ଅଭିଯୋଗ କରିଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା ଉଦ୍ଧାର ନିଜର ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉ କରି ଜବତ କରିଥିଲେ। ଲେ। ଗୋଲାମୁଣ୍ଡା ଆଇଆଇସି ଜ୍ୟୋତି ପ୍ରକାଶ ତାଣ୍ଡି ଧର୍ମଗଡ଼ ଏସଡିପିଓ ଡିପିଓ ମୁକ୍ତିକାନ୍ତ କୁଲ୍କୁ ମଧ୍ଯ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପୋଲିସ ହତ୍ୟା ସନ୍ଦେହ କରି କଳାହାଣ୍ଡି ଓ ନବରଙ୍ଗପୁ ନବରଙ୍ଗପୁର ସାଇଣ୍ଟିଫିକ ଟିମକୁ ଡାକି ତଦନ୍ତ ପ୍ରକ୍ରିୟା ଜାରି ରଖୁଥ‌ିବା ବେଳେ ଳ ଶବଟିକୁ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ଏସ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0