କୂଅ ରେ ପଡ଼ି ଭାଲୁ ର ମୃତ୍ୟୁ

May 18, 2025 - 19:03
May 18, 2025 - 19:04
 0  2
କୂଅ ରେ ପଡ଼ି  ଭାଲୁ ର ମୃତ୍ୟୁ

କୂଅ ରେ ପଡ଼ି ଭାଲୁ ର ମୃତ୍ୟୁ

ସଲିଡ଼ ଖବର :- କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପଥର୍ଲା ଗ୍ରାମ ର ବିରାଜ ପଟେଲ ଙ୍କ ପନିପରିବା ଚାଷ ପାଇଁ ଉଦ୍ଦିଷ୍ଟ ଥିବା କୂଅ ରେ ପଡ଼ି ଏକ ଭାଲୁ ର ମୃତ୍ୟୁ ଘଟିଛି।

ବିରାଜ ଭୋର୍ ରୁ ବାଡ଼ି କୁ ଗଲା ପରେ ଭାଲୁ ଟି କୂଅ ରେ ପଡ଼ିଥିବା ଦେଖିବାକୁ ସହ ବନ ବିଭାଗ କୁ ଖବର ଦେଇଥିଲେ ।ଖବର ପାଇ ବନ ବିଭାଗ ଭାଲୁ ଟିକୁ କୂଅ ରୁ ଉଦ୍ଧାର କରି କେସିଙ୍ଗା ପ୍ରାଣୀ ଚିକିତ୍ସା  ଳୟ କୁ ଆଣି ଥିବା ବେଳେ ସେଠାରେ ମୃତ  ଭାଲୁ ଟି ର ବ୍ୟବଚ୍ଛେଦ କରାଯାଇଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ ଏହି ଅଞ୍ଚଳ ରେ ଭାଲୁ ବୁଲୁଥିବାର ଖବର ପୂର୍ବରୁ ବହୁବାର ବନ ଅଧିକାରୀଙ୍କୁ ଖବର ଦେଇଥିଲେ ସୁଦ୍ଧା ବନ ଅଧିକାରି ଙ୍କ ଦାୟିତ୍ଵ ହୀନତା ଯୋଗୁଁ  ଆଜି ଭାଲୁ ଟି ର ମୃତ୍ୟୁ ହୋଇଥିବା ଲୋକେ ଚର୍ଚା କରୁଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0